spot_img

ମୁଖ୍ୟମନ୍ତ୍ରୀ ପରେ କ୍ୟାବିନେଟ ମନ୍ତ୍ରୀ ବି କରୋନା ପଜିଟିଭି..ହରିୟାଣା

ହରିୟାଣା ମୁଖ୍ୟମନ୍ତ୍ରୀ ପରେ କ୍ୟାବିନେଟ ମନ୍ତ୍ରୀ ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ୟାବିନେଟ ମନ୍ତ୍ରୀ ମୁଲଚନ୍ଦ ଶର୍ମା ମଧ୍ୟ କରୋନା ପଡିଟିଭ ଚିହ୍ନଟ ହୋଇଛନ୍ତି । ବିଳମ୍ବିତ ରାତିରେ ତାଙ୍କ ରିପୋର୍ଟ ଆସିଥିଲା ମନ୍ତ୍ରୀ ମୁଲଚାନ୍ଦ ଶର୍ମା କରୋନା ପଜିଟିଭ ହୋଇଥିବା କଥା ନିଜେ ସୁଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ଟେଷ୍ଟ କରାଇଦେବାପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular