spot_img

ସାହାଯ୍ୟ ନ ପାଇ ଚାଲିଗଲା ଜୀବନ

ଢେଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓପିଡି ସମ୍ମୁଖରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗୁରୁତର ରୋଗୀ ପଡି ରହିଥିବା ବେଳେ କୈାଣସି ଡାକ୍ତର କିମ୍ବା ମେଡିକାଲ କର୍ମୀଙ୍କର ଦେଖା ନାହିଁ । ଜଣେ ମହିଳା ତାଙ୍କୁ ପମ୍ପିଂ କରୁଥିବା ବେଳେ ରୋଗୀ ଚିକିତ୍ସା ପାଇଁ ନେହୁରା ହେଉଛନ୍ତି । ହେଲେ ପାଖରେ ଥିବା ସିକୁ୍ୟରିଟି ଗାର୍ଡ କି କର୍ମଚାରୀ ସହାୟତାର ହାତ ବଢାଉନାହାନ୍ତି । ଠିକ୍ ସମୟରେ ଚିକିତ୍ସା ନମିଳିବାରୁ ଶେଷରେ ଲୋକଟି ପ୍ରାଣ ହାରିଥିବା ଘଟଣା ସାଧାରଣରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ବ୍ୟକ୍ତି ଜଣକ ଅନୁଗୁଳର ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular