spot_img

ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଯାଜପୁର : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। ମୃତ ଗନ୍ଧର୍ବ ସ୍ବାଇଁ ଡକାୟତି ମାମଲାରେ ଗିରଫ ହୋଇ ଯାଜପୁର ରୋଡସ୍ଥିତ ରଗଡି ଜେଲରେ ଥିଲେ। ଜେଲ କର୍ତ୍ତୁପକ୍ଷଙ୍କ ସୂଚନା ମୁତାବକ, ଗୁରୁବାର ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ଯାଜପୁର ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular