ଅସ୍ତରଙ୍ଗ : ଆଜି ଅସ୍ତରଙ୍ଗ ବ୍ଲକ ବରପଦା ନିକଟରେ ତୁଷାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ ରେ ଅସ୍ତରଙ୍ଗ ବ୍ଲକ ଅଦକ୍ଷ ସ୍ୱାଧୀନ କୁମାର ନାୟକ ମୁଖ୍ୟ ଅତିଥି ରୁପେଯୋଗ ଦେଇ ଫିତା କାଟିଥିଲେ l ତାଙ୍କ ସହ ଉପସ୍ଥିତ ଥିଲେ ଆଳଙ୍ଗପୁର ସରପଞ୍ଚ ଭୀମ ସେନ ସ୍ୱାଇଁ l ଖେଳ ପରିଚାଳନା କରିଥିଲେ ରାଜେଶ ସ୍ୱାଇଁ ଓ କଳ୍ପତରୁ ସ୍ୱାଇଁ l ଏହି ଖେଳକୁ ଦେଖିବାକୁ ଆଖପାଖ ଅଂଚଳରୁ ବହୁ ଦର୍ଶକ ଯୋଗଉପସ୍ଥିତ ଥିଲେ l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0