spot_img

ବିଷାକ୍ତ ବଳୟରୁ ଏବେ ତ୍ରାହୀ ପାଇବ ନାହିଁ ଦିଲ୍ଲୀ

ରାଜଧାନୀ ଦିଲ୍ଲୀ ପ୍ରଦୂଷିତ ହୋଇ ସାରିଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି କରିଛନ୍ତି । ଏନେଇ ପାଣିପାଗ ବିଭାଗର ବିଶେଷଜ୍ଞ ମାନେ ସତର୍କବାଣୀ ଶୁଣାଇଛନ୍ତି । ଯେଉଁ ଭଳି ଭାବେ ପରିବେଶ ପ୍ରଦୂଷିତ ହୋଇଛି ତାହା କବଳରୁ ବର୍ତ୍ତମାନ ତ୍ରାହୀ ପାଇ ହେବ ନାହିଁ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପ୍ରଦୂଷଣ ଏପରି ଜାରୀ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular