ବହୁୁଚର୍ଚ୍ଚିତ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ କହି ଚର୍ଚ୍ଚାରେ ଏବେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା । ୨୦୨୧ ଆଇପିଏଲ ପୂର୍ବରୁ ଯଦି ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୁଏ, ଚେନ୍ନାଇ ସୁପର କିଙ୍ଗସ ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡିଦେବା ଉଚିତ । ଏପରି କହି କଡା ସମାଲୋଚନା ସିକାର ହୋଇଛନ୍ତି ପୂର୍ବତନ ଭାରତୀୟ ଓପନର ଆକାଶ ଚୋପ୍ରା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0