spot_img

ଟସ ଜିତି ବୋଲିଂ ନିଷ୍ପତି ନେଲା ସିଏସକେ

ଦୁବାଇ: କୋଭିଡ଼ ସଂଙ୍କଟରେ ଆରମ୍ଭ ହୋଇଥିବା ଆଇପିଏଲର ଆଜି ସପ୍ତମ ମ୍ୟାଚ । ଚେନ୍ନାଇ ସୁପରକିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ କଡ଼ା ଟକ୍କର ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଚେନ୍ନାଇ ଦଳ ୨ପଏଣ୍ଟ ସହ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ଅଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ ୨ ପଏଣ୍ଟ ସହ ୪ର୍ଥ ୁସ୍ଥାନରେ ଅଛି । ତେବେ ଆଜିର ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଉକ୍ରଣ୍ଠା ଭରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular