ଗତ ଅଗଷ୍ଟ ୧୫ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ ପୁର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି..ତେବେ ଧୋନିଙ୍କ ଅବସର ପରେ ତାଙ୍କ ଫ୍ୟାନସମାନଙ୍କ ହତାଶ ହେବା ଦେଖିବାକୁ ମିଳିଛି । କିଏ ଧୋନିଙ୍କୁ ମନେପକାଉଛନ୍ତି ତ ଆଉ କିଏ ନିରାଶ ହେବା ସହ ତାଙ୍କ ସୃତି ଙ୍କୁ ମନେପକାଉଛି । ତେବେ ଆଜି ଆମେ ଏମିତି ଜଣେ ପ୍ରଶଂସକଙ୍କ କଥା କହିବା ଯିଏ କି ଚେନ୍ନାଇର ହସ୍ତତନ୍ତ ଷିଳ୍ପୀ ଆପୁସ୍ୱାମୀ । ସିନେଟିକ୍ସ କୋପରୋଟିଭରେ କାମ କରୁଥିବା ଏହି ବ୍ୟକ୍ତି ଜଣଙ୍କ ଏକ କମ୍ବଳ ବନାଇଛନ୍ତି ଯେଉଁଥିରେ କି ସେ ଧୋନି ଓ ତାଙ୍କ ଝିଅ ଜିଭାର ଫୋଟ ଚିତ୍ର କମ୍ବଳରେ ଉତ୍ତାଳନ କରିଛନ୍ତି । ତେବେ ସେ ନିଜେ ସେହି କମ୍ବଳକୁ ଧୋନିଙ୍କୁ ଦେବାକୁ ଇଚ୍ଚାପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0