ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଜଣେ ଶ୍ରମିକଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି | ତାଙ୍କୁ ଖାଦାନରୁ 6.66 କ୍ୟାରେଟର ହୀରା ମିଳିଛି | ଏହି ହୀରାର ଆନୁମାନିକ ମୂଲ୍ୟ ହେଉଛି 12 ରୁ 15 ଲକ୍ଷ ଟଙ୍କା | ଖାଦାନରୁ ହୀରା ମିଳିବା ପରେ ଶମଶେର ଖାନଙ୍କ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା | 33 ବର୍ଷୀୟ ଶମଶେର ପନ୍ନା ଜିଲ୍ଲାର ବାସିନ୍ଦା ଅଟନ୍ତି | ହୀରା ମିଳିବ ପରେ ଶମଶେର ବୁଧବାର ଦିନ କଲେକ୍ଟର ସ୍ଥିତ ହୀରା କାର୍ଯ୍ୟାଳୟରେ ହୀରା ନେଇକି ଜମା କରିଛନ୍ତି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0