spot_img

ମମତାଙ୍କ ସର୍ଜିକାଲ ଷ୍ଟ୍ରାଇକ : କଂଗ୍ରେସ ଛାଡି ଟିଏମସିରେ ସାମିଲ ହେଭି ୱେଟ ନେତା

2024 ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳକୁ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି | ଏହି ଉଦ୍ୟମରେ ସେ ସଫଳ ହେଉଥିବା ଦେଖିବାକୁ ମଧ୍ୟ ମିଳୁଛି | ସବୁଠାରୁ ବଡ ଝଟକା ଲାଗିଛି ମେଘାଳୟ କଂଗ୍ରେସକୁ | ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମା ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି | ତା ସହିତ କଂଗ୍ରେସର 17 ବିଧାୟକଙ୍କ ମଧ୍ୟରୁ 12 ବିଧାୟକ ମଧ୍ୟ ଟିଏମସିରେ ସାମିଲ ହୋଇଛନ୍ତି | ବର୍ତ୍ତମାନ ମେଘାଳୟରେ ମୁଖ୍ୟ ବିରୋଧୀ ଦଳ ହେଉଛି ତୃଣମୂଳ କଂଗ୍ରେସ | ଯାହା ଜଣାପଡୁଛି ଏହି ପରିପ୍ରେକ୍ଷୀରେ କଂଗ୍ରେସ ପାଇଁ ଚିନ୍ତା ବଢ଼ାଉଛି ତୃଣମୂଳ କଂଗ୍ରେସ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular