ଲୋକପ୍ରିୟ ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ତାଙ୍କ ବାନ୍ଧବୀ ଶେହ୍ନାଜ ଗିଲ୍ ଓ ଦିଲଜିତ ଦୋସାଞ୍ଜଙ୍କ ଅଭିନୀତ ଚଳଚ୍ଚିତ୍ର ହୋଁସ୍ଲା ରଖ୍ ପ୍ରଥମ ପୋଷ୍ଟର ରିଲିଜ କରିଥିଲା। ସେପ୍ଟେମ୍ବର ୨୭ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଅମରଜିତ ସିଂ ସରୋନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଁସ୍ଲା ରଖ ଅକ୍ଟୋବର ୧୫ ରେ ରିଲିଜ ହେବାର ଯୋଜନା ରହିଛି। ୟୁଟ୍ୟୁବରେ ୧୩ ମିଲିୟନ ଭ୍ୟୁ ସହିତ ଏହା ବର୍ତ୍ତମାନ ଇଣ୍ଟରନେଟରେ ହଙ୍ଗାମା ସୃଷ୍ଟି କରିଛି। ଟ୍ରେଲର ଲଞ୍ଚ ହେବା ଦିନଠାରୁ ଫିଲ୍ମର ନାମ ଟ୍ୱିଟରରେ ଟ୍ରେଣ୍ଡ ହୋଇଆସୁଛି ଏବଂ ପ୍ରଶଂସକମାନେ ଏହାକୁ ନେଇ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଥିରେ ମୁଖ୍ୟ ଭୂମିକାରେ ସୋନମ ବାଜୱା ମଧ୍ୟ ଅଭିନୟ କରିଛନ୍ତି। ମାର୍ଚ୍ଚରେ କାନାଡାରେ କମେଡି ଫିଲ୍ମ ପାଇଁ ଅଭିନେତାମାନେ ସୁଟିଂ କରିଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0