spot_img

ଦୀପାବଳୀରେ ଝଲସିଲା ଅଯୋଧ୍ୟା

ଲକ୍ଷ୍ନୌ: ଦୀପାବଳିରେର ଝଲସିଲା ରାମଜନ୍ମ ଭୂମି ଅଯୋଦ୍ଧା । ସରାୟ ନଦୀର ୨୮ ଘାଟରେ ୫.୮୪ ଲକ୍ଷ ଦୀପ ଜଳାଯାଇ ଗିନିଜ ରେକର୍ଡ କରିବା ଲାଗି ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ତେବେ ଗତବର୍ଷ ମଧ୍ୟ ଏଠାରେ ୪.୧୦ ଲକ୍ଷ ଦୀପ ଜଳାଯାଇ ଗିନିଜ ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଦୀପ ଜାଳି ଏହି ଉତ୍ସବର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular