ମୁମ୍ବାଇ: ଚର୍ଚ୍ଚାରେ ଭଜପୁରୀ ଅଭିନେତା ପବନ ସିଂହଙ୍କ ଗୀତ । ନିକଟରେ ରିଲିଜ ହୋଇଥିବା ଗୀତ ‘ନେନ କଟାରି’ ଏବେ ସେସିଆଲ ମିଡ଼ିଆରେ ଧମାଲ ମଚାଉଛି ।

୨୩ ଅକ୍ଟେବରରେ ରିଲିଜ ହୋଇଥିବା ଏହି ଗୀତକୁ ଏବେ ୟୁଟୁବରେ ୫ ମିଲିୟନରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଗୀତଟିକୁ ଆଜାଦ ସିଂହ ଲେଖିଥିବା ବେଳେ ଏହାର ସୁଟିଂ ବିଦେଶରେ ହୋଇଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0