ଭୁବନେଶ୍ବର: ଆଜି ଭାରତୀୟ ଚିକିତ୍ସକ ସଂଘର ଡ଼ାକ୍ତରଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦିଆଯାଇଛି । ରାଜ୍ୟରେ ଥିବା ସମସ୍ତ ନର୍ସିଂ ହୋମ୍ ଓ କ୍ଲିନିକରେ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ ରୋଗୀ ସେବା । ଆଜି ଦିନ ସାରା ଚିକିତ୍ସା ପାଇବାରୁ ରୋଗୀ ବଞ୍ଚିତ ହେବେ। ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ୍ ଓ ନୀତି ଆୟୋଗର ବିଜ୍ଞପ୍ତି ପ୍ରତ୍ୟାହାର ଦାବିରେ ଭାରତୀୟ ଚିକିତ୍ସକ ସଂଘର ଡାକ୍ତରଙ୍କ ପକ୍ଷରୁ କାର୍ୟ୍ୟ ବନ୍ଦ ଆନ୍ଦୋଳନ। ଫଳରେ ରାଜ୍ୟରେ ଥିବା ସମସ୍ତ ନର୍ସିଂ ହୋମ୍ ଓ କ୍ଲିନିକ୍ ସକାଳ ୬ରୁ , ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ପର୍ୟ୍ୟନ୍ତ ବନ୍ଦ ରହିବ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0