spot_img

ସୋଫିଆ କେନିନ ଡବ୍ଲୁ୍ୟଟିଏ ପ୍ଲେୟାର ଅଫ ଦି ଇୟର

ନ୍ୟୁୟର୍କ: ଅଷ୍ଟ୍ରେଲିଆ ଓପନର ସୋଫିଆ କେନିନଙ୍କୁ ଡବ୍ଲୁଟିଏ ପ୍ଲେୟାର ଅଫ ଦି ଇୟର ଘୋଷଣା କରାଯାଇଛି । ତେବେ ତାଙ୍କ ପୂର୍ବରୁ ମାଟିନା ନାଭ୍ରାତିଲୋଭା, ଲିଣ୍ଡସେ ଡାପେନପୋର୍ଟ, ଟ୍ରାସି ଅଷ୍ଟିନ, କ୍ରିସ ଇଭର୍ଟ, ସେରେନା ୱିଲିୟମ୍ସ, ଭେନସ ୱିଲିୟମ୍ସ ଓ ଜେନିଫର କ୍ରାପିଆତି ଏହି ସମ୍ମାନ ହାସଲ କରଥିଲେ । ବିଶ୍ୱମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ଆସଲି ବାର୍ଟିଙ୍କୁ ସେମିଫାଇନାଲ ଏବଂ ଦୁଇଟି ଗ୍ରାଣ୍ଡସ୍ଲାମ ଟ୍ରଫି ବିଜେତା ଗାର୍ବିନେ ମୁଗୁରୁଜାଙ୍କୁ ଫାଇନାଲରେ ପରାସ୍ତ କରି ଅଷ୍ଟ୍ରେଲିଆନ ଓପନ ଜିତିଥିଲେ ୨୨ ବର୍ଷୀୟ କେନିନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular