spot_img

ଦୌଡରାଣୀ ଦୁତୀଙ୍କୁ ଅର୍ଜୁନ ପୁରସ୍କାର.ଶୁଭେଚ୍ଚା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ତାଲିକା ଘୋଷଣଆ କରିଛି କ୍ରୀଡା ମନ୍ତ୍ରଣାଳୟ । ଓଡିଶାରୁ ଆଥଲେଟ ଦୁତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଦୁତୀଙ୍କ ସହ ୨୭ଜଣ ଖେଳାଳୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ସେହିପରି ୫ଜଣ ଖେଳାଳିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଓ ୧୫ଜଣଙ୍କୁ ଧ୍ୟାନଚାନ୍ଦ ଆଫ୍ୱାର୍ଡ ଓ ୧୩ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଆଫ୍ୱାର୍ଡ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular