spot_img

ପ୍ରଥମ ବିଜୟ ଲକ୍ଷରେ ପଡିଆକୁ ଓହ୍ଲାଇବ ଆଜି ଇଷ୍ଟବେଙ୍ଗଲ

ଗୋଆ: ଇଣ୍ଡିଆନ ସୁପରଲିଗରେ ଆଜି ଇଷ୍ଟବେଙ୍ଗଲ ଓ ଜାମଶେଦପୁର ଏଫସି ମୁହାଁମୁହିଁ ହେବେ । ତେବେ ଇଷ୍ଟବେଙ୍ଗଲ ତିନୋଟି ମ୍ୟାଚ ଖେଳି ତିନୋଟି ମ୍ୟାଚ ହାରିଛି । ତେଣୁ ଆଜିର ମ୍ୟାଚ ଜିତି ପ୍ରଥମ ବିଜୟ ଲକ୍ଷରେ ରହିଛି ଇଷ୍ଟବେଙ୍ଗଲ । ଅନ୍ୟପଟେ ଇଷ୍ଟବେଙ୍ଗଲ ଦଳର ଅଧିନାୟକ ତଥା ଡିଫେଣ୍ଡର ଡନେୀ ଫକ୍ସଙ୍କ ଇଞ୍ଜୁରି ପରେ ଦଳର ଦୁର୍ବଳତା ପଦାରେ ପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular