ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏସଶନ ଆନ୍ତଃ ଜିଲ୍ଲା ସିନିୟର ପୁରୁଷ ଟି-୨୦ ଲିଗ ଚଳିତମାସ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ ୩୭ଟି ସ୍ୱୀକୃତିପ୍ରାପ୍ତ ୟୁନିଟ ଭାଗ ନେବେ । ସମସ୍ତ ଦଳକୁ ୬ଟି ଗ୍ରୁଫରେ ବିଭକ୍ତ କରାଯାଇଛି । ତେବେ ଆସନ୍ତା ଓସିଏଲ ଟି-୨୦ ଓ ସୟଦ ମୁସ୍ତାକ ଅଲି ଟ-ି୨୦ ଚାମ୍ପିୟନଶିପ ପାଇଁ ଏଥିରୁ ଖେଳାଳି ଚୟନ କରାଯିବାର ସୂଚନା ମିଳିଛି ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0