spot_img

ଡୁମଡୁମାରେ ଏକାମ୍ର ଗୋଷ୍ଠି କେନ୍ଦ୍ର ଗୃହ ଉଦଘାଟିତ

ଭୁବନେଶ୍ୱର : ଏକାମ୍ର ଗୋଷ୍ଠୀ କେନ୍ଦ୍ରଗୃହ ଉଦଘାଟିତ । ଭୁବନେଶ୍ୱର ସ୍ଥିତ ଡ଼ୁମଡ଼ୁମାରେ ଏକାମ୍ର ଶ୍ରୀକ୍ଷେତ୍ର ମନ୍ଦିର ପରିସରରେ ଏହାକୁ ଉଦଘାଟନ କରାଯାଇଛିି । ମନ୍ତ୍ରୀ ଅଶୋକ ପଣ୍ଡା ଏହି ଗୃହର ଉଦଘାଟନ କରିଛନ୍ତି । ଉଦଘାଟନ ସହ ମନ୍ଦିର ପରିସରରେ ଏକ ଅଁଳା ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ମନ୍ଦିରର ସଭାପତି, ସମ୍ପାଦକ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular