ମୁମ୍ବାଇ: ନିଜର ଭିନ୍ନ ସ୍ୱାଦର ଫିଲ୍ମ ନିଦେ୍ର୍ଦଶନା ଓ ଟିଭି ସିରିଏଲ ନିର୍ମାଣକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି ଏକତା କପୁର । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ଏକତା ଏ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । କିନ୍ତୁ ତାଙ୍କ ପୁରୁଷ ବନ୍ଧୁ ତନବୀର ବୁକଵାଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯାହା ଲୋକଙ୍କ ସନେ୍ଦହକୁ ଦୃଢ କରିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0