ଚୌଦ୍ବାର : କଟକ ଜିଲ୍ଲା ଚୌଦ୍ବାର ଥାନା ଡାଳି ଯୋଡ଼ା ରେଞ୍ଜ ଅନ୍ତର୍ଗତ ମଂହିଷାଲଣ୍ଡା ଗାଁରେ ଯୁବକଙ୍କୁ ହାତୀ ଆକ୍ରମଣ କରିଛି । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କ ନାଁ ଓମ୍ ପ୍ରକାଶ ସାମଲ । ବନ ବିଭାଗ କର୍ମଚାରୀମାନେ ନିଜ ଗାଡ଼ିରେ ଗୁରୁତରଙ୍କୁ ନେଇ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଇଛନ୍ତି । ତେବେ ଯୁବକଙ୍କ ଅବସ୍ଥା ଠିକ୍ ଅଛି ବୋଲି ବନ କର୍ମଚାରୀ ମାଣିକ ମୁଣ୍ଡା କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0