spot_img

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ମୟୂରଭଞ୍ଜ : ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ଫୁଲ ତୋଳୁଥିବା ବେଳେ ବୃଦ୍ଧାଙ୍କୁ କଚାଡି ମାରିଦେଲା ଦନ୍ତା ହାତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ପଳାଶମୁଣ୍ଡଳୀ ଗ୍ରାମରେ । ମୃତ ବୃଦ୍ଧା ଜଣଙ୍କ ଗ୍ରାମର ସୁଭଦ୍ରା ରଣା । ଭୋରରୁ ସୁଭଦ୍ରା ରଣା ଫୁଲ ତୋଳୁଥିବା ବେଳେ ଅଚାନକ ହାତୀ ପଛପଟୁ ଆସି ଆକ୍ରମଣ କରିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular