spot_img

ହାତୀ ପଲଙ୍କ ଉତ୍ପାତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜରେ ଝାଡଖଣ୍ଡୀ ହାତୀପଲଙ୍କ ଉତ୍ପାତ । ଏକର ଏକର ଧାନ ଫସଲ ନଷ୍ଟ କଲେ ୨୨ ଟିକିଆ ଝାଡଖଣ୍ଡ ହାତୀପଲ । ଗତ ବିଳମ୍ବିତ ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ବନ ବିଭାଗ ପକ୍ଷରୁ ହାତୀ ପଲଙ୍କୁ ଘଉଇଡାଇବାକୁ ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular