spot_img

ଡଅଁରମୁଣ୍ଡ ଗାଁରେ ଭୟାବହ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ

ମହାକାଳପଡାକେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଡଅଁରମୁଣ୍ଡ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପ୍ରହଲ୍ଲାଦ ବେଉରାଙ୍କ ୪ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ ନିଆଁର ପ୍ରକୋପ ବହୁତ ଅଧିକ ଥିଲା । ପଡୋଶୀ ଯୁବକ ଜଣଙ୍କ ଅଗ୍ନିକାଣ୍ଡ ଦେଖି ଲୋକମାନଙ୍କୁ ଘରୁ ବାହାର କରିଥିଲେ ଏହି ନିଆଁରେ ଘରେ ଥିବା ଆସବାବପତ୍ର ସମେତ ଧାନ, ଚାଉଳ, ରୋଷେଇ ସାମଗ୍ରୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଖବରପାଇ ମାର୍ଶାଘାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା

LEAVE A REPLY

Please enter your comment!
Please enter your name here

- Advertisment -

Most Popular