ନୂଆଦିଲ୍ଲୀ ୧୩/୬: ପାକିସ୍ତାନ ଟିମ୍ର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ କରୋନା ସଂକ୍ରମିତ ହୋଇଛି । ଶାହିଦ ଆଫ୍ରିଦିଙ୍କ କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
I’ve been feeling unwell since Thursday; my body had been aching badly. I’ve been tested and unfortunately I’m covid positive. Need prayers for a speedy recovery, InshaAllah #COVID19 #pandemic #hopenotout #staysafe #stayhome
— Shahid Afridi (@SAfridiOfficial) June 13, 2020
ଆଫ୍ରିଦି ଟ୍ୱଟି କରିଛନ୍ତି ଯେ ସେ ଗୁରୁବାର ଠାରୁ ଅସୁସ୍ଥ ଅନୁଭବ କରିଛନ୍ତି । ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।

ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଆଫ୍ରିଦି କିଛି ଦିନ ତଳେ କାଶ୍ମୀର ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ପୂର୍ବତନ ଭାରତୀୟ ଖେଳାଳୀ ଯୁବରାଜ ସିଂହ ଏବଂ ହରଭଜନ ସିଂହ ତାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0