ରାଜକନିକା: ରାଜକନିକା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କଣ୍ଟପଡା ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ଆୟୋଜିତ ହୋଇଯାଇଛି ଏହା ଚକ୍ଷୁ ପରୀକ୍ଷା ଶିବିର । ଏହି ଶିବିରରେ ରୋଟାରୀ କ୍ଲବ ପକ୍ଷରୁ ସମସ୍ତ ସହାୟତା ଯୋଗାଇବା ସହିତ ବଛା ବଛା ଚକ୍ଷୁ ଡାକ୍ତର ମାନଙ୍କ ଦ୍ୱରା ଚକ୍ଷୁ ପରୀକ୍ଷା କରାଯାଇ ଥିଲା । ତେବେ ବିଶେଷ କରି ରାଜକନିକା ବ୍ଳକର ତରାସ,ବାଘବୁଦା ଓ କଣ୍ଟପଡା ପଞ୍ଚାୟତର ଶତାଧିକ ବୃଦ୍ଧ ବୃଦ୍ଧା ଓ ଆଖି ସମାସ୍ୟାରେ ପୀଡିତ ଲୋକ ଆସି ମାଗଣାରେ ପରୀକ୍ଷା କରାଇଥିଲେ । ତେବେ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦଷ୍ୟଙ୍କୁ ଅଞ୍ଚଳବାସୀ ପ୍ରଶଂଶା କରିଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0