spot_img

ଗଞ୍ଜାମରେ ଦୂର୍ଗାପୂଜା ପାଳନକୁ ଗୁରୁତ୍ୱ

ଗଞ୍ଜାମ: ଗଞ୍ଜାମରେ ଜନ ସମାଗମ ବିହୀନ ଦୂର୍ଗାପୂଜା ପାଳନକୁ ଗୁରୁତ୍ୱ । ଜନ ସମାଗମ ବିହୀନ ଦୂର୍ଗାପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପୂଜା କମିଟିକୁ ଅପିଲ କରିଛି । ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦମୁକ୍ତ ହୋଇନାହିଁ । ତେଣୁ ଜନସାଧାରଣ ଗହଳିପୂର୍ଣ୍ଣ ସ୍ଥାନକୁ ନଯାଇ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ପଞ୍ଚସୂତ୍ରୀ ନିୟମ ମାନିବାକୁ କହିଛି ଜିଲ୍ଲା ପ୍ରଶାସନ । ଦୂର୍ଗାପୂଜା ଛୁଟିରେ ଅଧିକାରୀ ଓ କର୍ମଚାରୀମାନେ ହେଡକ୍ୱାର୍ଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular