spot_img

ଗୌହର ଖାନଙ୍କ ରିସେପସନ୍ ଫଟୋ ଭାଇରାଲ

ବିଗ୍ ବସ୍ ସିଜନ୍ ୭ ରେ ଜିତିଥିବା ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ଗୌହର ଖାନ୍ ବିବାହ କରିଛନ୍ତି । ଗୌହର ଜାଇଦ ଦାରବାରଙ୍କୁ ବିବାହ କରିଛନ୍ତି। ବିବାହର ପ୍ରତ୍ୟେକ କାର୍ୟ୍ୟର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ବର୍ତ୍ତମାନ ଗୌହରଙ୍କ ରିସେପ୍ସନର ଫଟୋ ଭାଇରାଲ ହୋଇଛି । ଗୌହର ମେହେରୁନ୍ ଏବଂ ଗୋଲଡେନ୍ ରଙ୍ଗର ଲେହେଙ୍ଗା ପନ୍ଧିଥିଲେ । ଏହା ସହିତ ସୁବର୍ଣ୍ଣ ରଙ୍ଗର ଅଳଙ୍କାର ପିନ୍ଧି ଥିଲେ । ଜାଇଡ ଦାର୍ବାର ମଧ୍ୟ ଏକ କଳା ରଙ୍ଗର ଶେରୱାନି ପିନ୍ଧଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular