spot_img

ଏହି ବୋଲର ପାଇଁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା: ଗିଲଖ୍ରୀଷ୍ଟ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ସର୍ବନିମ୍ନ ସ୍କୋର କରି ଅଲଆଉଟ ହୋଇଥିଲା । ତେବେ ଏହାକୁ ନେଇ ଗିଲଖ୍ରୀଷ୍ଟ ମିଡଡେ ଖବର କାଗଜରେ କହିଛନ୍ତି, ପ୍ରଥମ ଇନିଂସକୁ ଦେଖିଲେ ମୁଁ ଭାବୁଥିଲି ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ମନ୍ଥର ବ୍ୟାଟିଂ ଦଳକୁ ଏକ ବଡ ସ୍କୋର କରିବାରେ ସହାୟକ ହୋଇଥାନ୍ତା । ଏହା ସହ ତାଙ୍କ କହିବା ଅନୁସାରେ, ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ସୋ’ ଦୁଇଟି ଇଂନିସରେ ଜଲଦି ଆଉଟ ହେବା ଫଳରେ ଭାରତ ନିମ୍ନ ସ୍କୋର କରିଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ଷ୍ଟାର ବୋଲର ମିଚେଲ ଷ୍ଟାର୍କଙ୍କ ଚମକ୍ରାର ବୋଲିଂ ଫଳରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular