ଗୋଆ: ଇଣ୍ଡିଆନ ସୁପରଲିଗରେ ଖେଳାଯାଇଥିବା ମୁମ୍ବାଇ ସିଟି ଏଫସି ଓ ହାଇଦ୍ରାବାଦ ଏଫସି ମ୍ୟାଚରେ ପ୍ରଥମଥର ପାଇଁ ହାଇଦ୍ରାବାଦ ଏଫସି ୨-୦ରେ ପରାସ୍ତ ହୋଇଛି । ତେବେ ୩୮ ମିନିଟରେ ବିଘ୍ନେଶ ଦକ୍ଷିଣ ମୂର୍ତ୍ତି ପ୍ରଥମ ଗୋଲ ସ୍କୋର କରି ମୁମ୍ବାଇକୁ ଅଗ୍ରଣୀ କରାଇଥିଲେ । ଏହା ପରେ ୫୯ତମ ମିନିଟରେ ମୁମ୍ବାଇର ଇଂଲଣ୍ଡ ଷ୍ଟ୍ରାଇକର ଆଡାମ ଲେ ଫୋଣ୍ଡ୍ରେ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଅନ୍ୟପଟେ ସୁଯୋଗ ପାଇଥିଲେ ମଧ୍ୟ ହାଇଦ୍ରାବାଦ ତରଫରୁ କୌଣସି ଖେଳାଳି ଗୋଲ ସ୍କୋର କରି ନଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0