ଗୋଆ: ଇଣ୍ଡିଆନ ସୁପରଲିଗ ସଂସ୍କରଣ-୭ର ଆଜି ତୃତୀୟ ମ୍ୟାଚ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଗୋଆ ଓ ବାଙ୍ଗାଲୋର ଏଫସି । ଚଳିତ ବର୍ଷ ସିଜନରେ ପ୍ରଥମଥର ପାଇଁ ଉଭୟ ଦଳ ଆଜିର ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ତେଣୁ ଉଭୟ ଦଳ ଆଜିର ମ୍ୟାଚକୁ ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷରେ ମଇଦାନକୁ ଓହ୍ଲାଇବେ । ତେବେ ଏହି ମ୍ୟାଚଟି ଗୋଆର ଫାଡରା ଷ୍ଟାଡିୟମରେ ସଂନ୍ଧ୍ୟା ୭.୩୦ରେ ଖେଳାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0