ମହାମାରୀ କରୋନା କବଳରେ ସାରା ବିଶ୍ୱ..ସେଥିରେ ପୁଣି ସୁନା ରେଟ ବଢିବାରେ ଲାଗିଛି .ବୁଧବାର ଦିଲ୍ଲୀ ସରୋର୍ଫା ବଜାରରେ ୧୦ ଗ୍ରାମ ସୁନା ଦାମ ୧୩୬୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଦି ପାଇଛି । ଏହି ସମୟରେ ଦିଲ୍ଲୀରେ ଏକ କିଲୋଗ୍ରାମ ରୁପା ଦାମ ପ୍ରଥମ ଥର ପାଇଁ ୭୨,୭୨୬ଟଙ୍କାରେ ନୁଆ ରେକର୍ଡ ସ୍ତରରେ ପହଂଚି ଯାଇଛି । ସେହିପରି ସୁନାର ଦର ମଧ୍ୟ ୯୯.୯ ପ୍ରତିଶତ ଶୁଦ୍ଧା ସୁନାର ଦାମ୍ ସର୍ବୋଚ୍ଚ ସ୍ତରରେ ୫୬,୧୮୧ ଟଙ୍କା ପ୍ରତି ୧୦ ଗ୍ରାମରେ ପହଂଚି ଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0