ଅଷ୍ଟ୍ରେଲିଆ: ବର୍ତ୍ତମାନ ସୋସିଆଲ ମିଡିଆ ଫଳରେ ସାରା ଦୁନିଁଆର ଖବର ଜାଣିବାରେ ସୁବିଧା ହୋଇଛି । କିନ୍ତୁ ବର୍ତ୍ତମାନ ଗୁଗୁଲ ଏବଂ ଫେସବୁକରେ ଖବର ପ୍ରକାଶ କରିବାକୁ ହେଲେ କମ୍ପାନୀମାନଙ୍କୁ ଦେୟ ଦେବାକୁ ପଡିବ। ତେବେ ଏବାବଦରେ ଅଷ୍ଟ୍ରେଲିଆ ସରକାର ଏକ ପ୍ରସ୍ତାବ ଆଣିଛନ୍ତି । ଯାହା ଅଧୀନରେ ଗୁଗୁଲ ଏବଂ ଫେସବୁକରେ ଖବର ରଖିବା ପାଇଁ କମ୍ପାନୀମାନଙ୍କୁ ଅର୍ଥ ଦେବାକୁ ପଡିବ। ଅଷ୍ଟ୍ରେଲିଆ ସରକାର କହିଛନ୍ତି, ଏହା ହେଉଛି ବିଶ୍ୱର ପ୍ରଥମ ନିୟମ, ଯାହା ଅଧୀନରେ ସମସ୍ତେ ଅନଲାଇନ୍ ବିଜେନେସ ବିଜ୍ଞାପନ ବଜାରରେ ସମାନ ପ୍ରତିଯୋଗିତା ପାଇ ପାରିବେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0