spot_img

ଶରୀରରେ ଓଜନ ବଢାଇବାକୁ ଚାହାନ୍ତି କି..ଆପଣାନ୍ତୁ ଏହି ଉପାୟ

କିଛି ଲୋକ ସାଧାରଣତ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି । ମାତ୍ର କିଛି ଲୋକଙ୍କ ନିଜର ଓଜନ ବଢାଇବାକୁ ମଧ୍ୟ ଚିନ୍ତାରେ ଥାଆନ୍ତି । କିଛି ଲୋକଙ୍କ ଶରୀର ଏତେ ପତଳା ଥାଏ କି ସେମାନେ ଚେଷ୍ଟା କରି ମଧ୍ୟ ସାମାନ୍ୟତମ ମୋଟା ହୋଇପାରନ୍ତି ନାହିଁ । ପ୍ରଥମେ ଆପଣ ଖାଇବା ନେଇ କୌଣସି ବାଛ ବିଚାର କରନ୍ତୁ ନାହିଁ । ପେଟ ଭରିବା ଯାଁଏ ଖାଇବା ସହ ନିୟମିତ ସମୟ ଅନୁସାରେ ଖାଆନ୍ତୁ । ଖାଇବାରେ ସର୍ବଦା କ୍ଷୀର ଜାତୀୟ ଦ୍ରବ୍ୟ ବ୍ୟବହାର କରିବା ସହ ଅଧିକ କ୍ୟାଲେରି ଯୁକ୍ତ ଖାଦ୍ୟରେ ସାମିଲ କରନ୍ତୁ । ଏଥିସହ ସକାଳ ଖାଦ୍ୟରେ ଡାଏଟ ସାମିଲ କରନ୍ତ୍ୁ । ଏଥିସହ ଫଳରସ,ସାମିଲ ସହ ପ୍ରଚୁର ପରିମାଣ ର ପାଣି ପିଅନ୍ତ୍ୁ । ଭାତରେ ଘିଅ ମିଶାଇବା ସହ ଯଦି ଆପଣ ଆମିଶ ଖାଉଛନ୍ତି ତେବେ ଆପଣ ଅଣ୍ତା ମଧ୍ୟ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular