ନୂଆଦିଲ୍ଲୀ: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି । ତେବେ ଆଜି ଇନଷ୍ଟାଗ୍ରାମରେ ଭାବପ୍ରବଣ ଭିଡିଓ ସେୟାର କରି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ସ୍ମରଣ କରିଛନ୍ତି। ଏହି ଭିଡିଓରେ, ହାର୍ଦ୍ଦିକ ତାଙ୍କ ପିତାଙ୍କ ସହିତ ଥିବା ସୁବର୍ଣ୍ଣ ମୂହୁର୍ତ୍ତଗୁଡ଼ିକୁ ମନେ ରଖିଛନ୍ତି । ଏହି ଭିଡିଓରେ ହାର୍ଦ୍ଦିକଙ୍କ ପିତା ହିମେଶୁ ପାଣ୍ଡ୍ୟା ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0