spot_img

ହାଥରସ ଦୁଷ୍କର୍ମ ମାମଲା: ପୀଡିତାଙ୍କ ଗାଁରେ ସିବିଆଇର ତଦନ୍ତ ଆରମ୍ଭ

ୟୁପି: ହାଥରସ ଦୁଷ୍କର୍ମ ମାମଲାକୁ ଦିଲ୍ଲୀ କିିମ୍ବା ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ପୀଡିତାଙ୍କ ପରିବାର ଲୋକେ । ଆଲ୍ଲାହାବାଦ ହାଇକୋର୍ଟରେ ପୀଡିତାଙ୍କ ପରିବାରର ଓକିଲ ତିନୋଟି ଦାବି ରଖିଛନ୍ତି । ପ୍ରଥମେ ଏହି ମାମଲାକୁ ରାଜ୍ୟ ବାହାରକୁୁ ବିଶେଷ କରି ଦିଲ୍ଲୀ କିମ୍ବା ମୁମ୍ବାଇକୁ ସ୍ଥାନାନ୍ତର କରାଯାଉ । ଦ୍ୱିତୀୟରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଜନସାଧାରଣରେ ପ୍ରକାଶ କରାନଯାଉ । ତୃତୀୟରେ ପରିବାର ଲୋକଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଉ । ସେପଟେ ଏଫ.ଆଇ.ଆର୍. ରୁଜୁ କରିବା ପରେ ସିବିଆଇ ଟିମ୍ ଆଜି ପୀଡିତାଙ୍କ ଗାଁରେ ପହଂଚି, ଘଟଣା ସ୍ଥଳକୁୁ ଯାଇ ତଦନ୍ତ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular