ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଭିନ୍ନ ଧରଣର ଲୁଟ । ଏଥର ଟଙ୍କା କି ସୁନା ନୁହେଁ ଲୁଟେରା ଙ୍କ ଟାର୍ଗେଟରେ ହେଲମେଣ୍ଟ । ରାଜ୍ୟରେ ନୂଆ ମୋଟର ଆଇନ ଲାଗୁ ପରେ ଜୋରଦାର ଚେକିଙ୍ଗ ଚାଲୁଥିବା ବେଳେ । ବାଇକରେ ଦୁଇ ଜଣ ବସିଲେ ହେଲମେଣ୍ଟ ବାଧ୍ୟତା ମୂଳକ l ଗଞ୍ଜାମ ହିଞ୍ଜିଳି ପୋଲିସ ପକ୍ଷରୁ ଜୋରଦାର ଚେକିଙ୍ଗ ଚାଲୁଥିବା ବେଳେ ବିନା ହେଲମେଣ୍ଟ ରେ ବାଇକରେ ଯାତ୍ରା କରୁଥିବା ଚାଳକଙ୍କ ମଧ୍ୟରେ ପଶିଛି ଛନକା l ପୋଲିସ ଫାଇନ କାଟିବା ଭୟରେ ବିନା ହେଲମେଣ୍ଟରେ ଯାତ୍ରା କରୁଥିବା ବ୍ୟକ୍ତି ଲୁଟୁଛନ୍ତି ହେଲାମେଣ୍ଟ । ଯାହା ହିଞ୍ଜିଳିକାଟୁ ମଧ୍ୟରେ ଥିବା ଏକ ସିସିଟିଭି ଫୁଟେଜରେ ହେଲମେଣ୍ଟ ଲୁଟୁଥିବାର ଭିଡ଼ିଓ କଏଦ ହେଇଥିବା ଭାଇରଲ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0