ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୧୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୩୯ ଫୁଟ ରହିଛି । ଆଜି ୧୮ଟି ଗେଟ୍ ଦେଇ ୨ଲକ୍ଷ ୯୮ ହଜାର ୧୪୫ କ୍ୟୁସେକ ଜଳ ଛଡାଯାଇଥିବାବେଳେ ଜଳଭଣ୍ଡାରକୁ ୨ଲକ୍ଷ ୮୮ ହଜାର ୬୧୦ କ୍ୟୁସେକ ଜଳ ପ୍ରବେଶ କରୁଛି । ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରକୁ ଜଳପ୍ରବେଶ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ୧୮ଟି ଗେଟ୍ ଖୋଲିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0