କେରଳ: ଭାରତର ପୂର୍ବତନ ଦ୍ରୁତ ବୋଲର ଏସ ଶ୍ରୀସାନ୍ତ ଖୁବଶୀଘ୍ର କ୍ରିକେଟ ମଇଦାନକୁ ଓହ୍ଲାଉଛନ୍ତି । ଶ୍ରୀସାନ୍ତ ସୟଦ ମୁସ୍ତାକ ଅଲି ଟ୍ରଫି ଟି -୨୦ ଟୁର୍ନାମେଣ୍ଟ ପାଇଁ କେରଳର ୨୬ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ମ୍ୟାଚ୍ ଫିକ୍ସିଂ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗରେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ ଦ୍ୱାରା ଶ୍ରୀସନ୍ତଙ୍କୁ ବାରଣ କରାଯାଇଥିଲା। ଅନ୍ୟପଟେ ୩୭ ବର୍ଷୀୟ ଶ୍ରୀସାନ୍ତଙ୍କ ସହ ସଞ୍ଜୁ ସାମସନ, ସଚିନ୍ ବେବି, ଜାଲାଜ ସାକ୍ସେନା, ରବିନ୍ ଉଥାପ୍ପା ଏବଂ ବେସିଲ ଥାମ୍ପି ଭଳି ଅଭିଜ୍ଞ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0