ନୂଆଦିଲ୍ଲୀ: ହଲିଉଡ଼ର ଫେମସ୍ ଫିଲ୍ମ ଏଡିଟର ତଥା ସ୍କ୍ରିନ୍ ରାଇଟର ରବର୍ଟ ସି ଜୋନ୍ସଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି । ରବର୍ଟଙ୍କୁ ‘ଗେସ୍ ହୁଜ୍ କମିଙ୍ଗ ଟୁ ଡିନର’ ଏବଂ ‘ଲଭ୍ ଷ୍ଟୋରି ପାଇଁ’ ଜଣାଯାଏ । ଯୁଦ୍ଧ ଉପରେ ଆଧାରିତ ଫିଲ୍ମ ‘କମିଙ୍ଗ ହୋମ୍’ ପାଇଁ ତାଙ୍କୁ ଓସ୍କାର ପୁରସ୍କାର ମିଳିଥିଲା । ବେଷ୍ଟ ସ୍କ୍ରିନପ୍ଲେ ପାଇଁ ତାଙ୍କୁ ସମ୍ମାନଜନକ ଓସ୍କାର ଆୱାର୍ଡ ଦିଆଯାଇଥିଲା ।ସୂଚନା ଅନୁସାରେ, ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ । ଗତ ୧ ଫେବୃଆରୀରେ ରବର୍ଟ ଲସ୍ ଏଞ୍ଜଲସ୍ ସ୍ଥିତ ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0