ଗୋଆ: ଇଣ୍ଡିଆନ ସୁପରଲିଗ ସଂସ୍କରଣ-୭ରେ ପ୍ରଥମ ମ୍ୟାଚ ଖେଳି ବିଜୟ ଅଭିଯାନ ଆରମ୍ଭ କରିଛି ହାଇଦ୍ରାବାଦ ଏଫସି । ଅନ୍ୟପଟେ ପ୍ରଥମ ମ୍ୟାଚରୁ ହିଁ ଓଡିଶା ଏଫସିକୁ ହାରର ସାମ୍ନା କରିବା ପାଇଁ ପଡିଛି । ଏହି ବିଜୟରୁ ହାଇଦ୍ରାବାଦ ୩ ପଲଣ୍ଟ ହାସଲ କରିଥିବା ବେଳେ ବିପକ୍ଷ ଓଡିଶା ଦଳ କୌଣସି ପଏଣ୍ଟ ହାସଲ କରି ନାହିଁ । ତେବେ ହାଇଦ୍ରାବାଦ ଦଳର ଆରିଡେନ ଜିଜସ ସାଣ୍ଟାନାଙ୍କ ପେନାଲଟି ଗୋଲ ବଳରେ ଓଡିଶା ଏଫସି ୧-୦ ଗୋଲରେ ପରାସ୍ତ ହୋଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0