କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗତକାଲି ଉତ୍ତରପ୍ରଦେଶର ଚିତ୍ରକୂଟରେ ପହଞ୍ଚିଥିଲେ | ସେଠାରେ ସେ ଉପସ୍ଥିତ ଥିବା ମହିଳା ମାନଙ୍କୁ ସମ୍ବୋଧିତ କରିଥିଲେ | ସେ କହିଥିଲେ ଯେ ହେ ଦ୍ରୌପଦୀ ମାନେ ବର୍ତ୍ତମାନ ସମସ୍ତ୍ରେ ଶସ୍ତ୍ର ଉଠାଅ | କେଉଁ ଗୋବିନ୍ଦ ଆସିବେ ନାହିଁ | ବରଂ ନିଜ ରକ୍ଷା ନିଜେ କରିବା ଉଚିତ | ଆଉ କେତେଦିନ ଦୁଃଶାସନ ଦରବାର ରେ ବସି ସାହାଯ୍ୟ ପାଇଁ ଆଶା କରିଥିବେ | ଏହାକୁ ନେଇ କବି ପୁଷ୍ପମିତ୍ର କହିଛନ୍ତି ଯେ ଏହି କବିତା ମୁଁ ସ୍ତ୍ରୀ ମାନଙ୍କ ପାଇଁ ଲେଖିଥିଲି ହୀନ ରାଜନୀତି ପାଇଁ ନୁହେଁ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0