ଦେଶରେ କରୋନା ମହମାରୀର ନୂଆ ଷ୍ଟ୍ରେନ ନେଇ ଏବେ ଜାରି ରହିଛି । ଦିନକୁ ଦିନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଳାଗିଛି । ଆଜି ସୁଦ୍ଧା ସ୍ୱଦେଶ ଫେରିଥିବା ବ୍ରିଟେନ ଫେରାନ୍ତାଙ୍କ ମଧ୍ୟରୁ ୨୦ ଜଣଭ୍କଠାରେ ନୂଆ ଷ୍ଟ୍ରେନ ରହିତିବା ନେଇ ସୋମନଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । କରୋନା ସଂକ୍ରମଣର ନୂଆ ଷ୍ଟ୍ରେନକୁ ନେଇ ସରକାରଭ୍କ ଚିନ୍ତା ବଢିବାରେ ଲାଗିଛି । ମଙ୍ଗଳବାର ବି୍ରଟେନରୁ ମିରଟ ଫେରିଥିବା ୨ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନରୁ ଭାରତ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ କରାଯାଇ ନମୁନା ପରୀକ୍ଷା କରାଯାଉଛି । ଦୋରେ ୧୦ ଟି ଲ୍ୟାବରେ ବ୍ରିଟେନ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0