ନୂଆଦିଲ୍ଳୀ: ପୂର୍ବ ଲଦାଖରେ ଅବସ୍ଥିତ ପାଙ୍ଗୋଙ୍ଗ ହ୍ରସ ଅଞ୍ଚଳରୁ ଉଭୟ ଭାରତ ଓ ଚୀନ ତିନୋଟି ପର୍ଯ୍ୟାୟରେ ସେନା ଓ ଯୁଦ୍ଧାସ୍ତ୍ର ହଟାଇବାର ସୂଚନା ମିଳିଛି । ସେଠାରେ ନିୟୋଜିତ ହୋଇଥିବା ଟ୍ୟାଙ୍କ, ହୋଇଜର କମାଣ, ଯୁଦ୍ଧାସ୍ତ୍ର ବହନକାରୀ ଗାଡିଗୁଡିକୁ ମଧ୍ୟ ଅପସାରଣ କରିବାକୁ ଦୁଇ ଦେଶ ରାଜି ହୋଇଛନ୍ତି । ଏପରି ହେବା ଦ୍ୱାରା ସେଠାରେ ଲାଗି ରହିଥିବା ଦୀର୍ଘ ୭ ମାସର ଉତ୍ତେଜନା ଥମିବ ବୋଲି ଅନୁମାନ କରାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0