ସିଡନୀ: ସିଡନୀରେ ଖେଳାଯାଉଥିବା ଦ୍ୱିତୀୟ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚରେ ପୁଣି ହାରର ସାମ୍ନା କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ ରନର ବିଶାଳ ଟାଗେର୍ଟ କରିଥିଲା । ତେବେ ଅଷ୍ଟ୍ରେଲିଆ ଦଳର ବିସ୍ପୋରକ ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ଓ ଆରୋନ ଫିଞ୍ଚ ଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ଦଳ ଏକ ବୃହତ ରନର ଟାଗେର୍ଟ ଦେଇପାରିଛି । ଏହାର ଜବାବରେ ଭାରତୀୟ ଦଳ ୯ ୱିକେଟ ହରାଇ ୩୩୮ ରନ ସଂଗ୍ରହ କରି ମ୍ୟାଚକୁ ହାରିଥିଲା । କ୍ୟାପଟେନ ବିରାଟ ଓ ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟାରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଦଳ ଏକ ଭଲ ସ୍କୋରରେ ପହଁଞ୍ଚି ପାରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0