ନୂଆଦିଲ୍ଲୀ: ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ରେଳବାଇ ନେଇଛି ବଡ ନିଷ୍ପତି । ଏଣିକି ରେଳଷ୍ଟେସନରେ ମିଳିବ ମାଟି କପର ଚା’ । ତେବେ ରାଜସ୍ଥାନର ଅଲୱାର ଜିଲାର ଧିଗୱାରା ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଗୋୟଲ ଯୋଗ ଦେଇ ଉତ୍ତର ପଶ୍ଚିମ ରେଳ ଅଧୀନରେ ନୂତନ ବିଦ୍ୟୁତକରଣ ହୋଇଥିବା ଧିଗୱାରା-ବାଣ୍ଡିକୁଇ ବିଭାଗର ଉଦଘାଟନୀ କରିଥିଲେ ।
21वीं सदी का नया भारत अब पीछे मुड़कर नही देखेगी, ये नया भारत तीव्र गति से विकास के पथ पर अग्रसर हो चुका है।
अब भारत एक आत्मनिर्भर भारत के रूप में पूरे विश्व को नया संदेश दे रहा है। ये भारत किसी पर निर्भर नही रहेगा, बल्कि विश्व में अपने उत्पाद पहुंचायेगा : @PiyushGoyal
— Piyush Goyal Office (@PiyushGoyalOffc) November 29, 2020
ଏହି କାର୍ୟ୍ୟକ୍ରମରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ଚା ’ପ୍ଲାଷ୍ଟିକ କପ ବଦଳରେ ଇକୋ ଫ୍ରେଣ୍ଡଲି ମାଟି କପ୍ରେ ବିକ୍ରି ହେବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0