କରୋନା ଟୀକାକରଣରେ ବ୍ରିଟେନ ଓ ଆମେରିକାକୁ ପଛରେ ପକାଇଲା ଭାରତ । ଭାରତରେ ପାଖାପାଖି ୪୫ ପ୍ରତିଶତ ଲୋକଙ୍କୁ କୋଭିଡ଼ ଡ଼ିକା ଦିଆଯାଇ ସାରିଲାଣି । ଫେବୃଆରୀ ୨ ସୁଦ୍ଧା ଦେଶରେ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇଛି । ଆମେରିକାରେ ୪୦ ଲକ୍ଷ ଲୋକଙ୍କୁ ଟିକା ଲଗାଇବାକୁ ୨୦ ଦିନ ସମୟ ଲାଗିଥିବା ବେଳେ ବ୍ରିଟେନ ଓ ଇସ୍ରାଏଲରେ ଏହି ଲକ୍ଷ୍ୟ ହାସଲ କରିବାକୁ ୩୯ ଦିନ ସମୟ ଲାଗିଥିଲା । ମଧ୍ୟପ୍ରଦେଶରେ ୨ ଫେବୃଆରୀ ପର୍ଯ୍ୟନ୍ତ ସବୁଠାରୁ ଅଧିକ ୬୯.୪ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0