spot_img

ଭାରତୀୟ ବାୟୁସେନା ଦିବସ ପାଳନ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି

ଆସନ୍ତା ୮ ତାରିଖରେ ଭାରତୀୟ ବାୟୁସେନା ପାଳନ କରିବ ଏହାର ପ୍ରତିଷ୍ଠା ଦିବସ । ଏହା ଆଗରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଏବେ ଗାଜିଆବାଦରେ ଅଭ୍ୟାସ କରୁଛନ୍ତି ପାରାଟ୍ରୁପସ୍ ଟିମ୍ । ଆକାଶଗଙ୍ଗା ପାରାଚୁଟ୍ ଟିମ୍ ଆକାଶରେ ଦେଖାଉଛନ୍ତି କଳାକୌଶଳ । ଭାରତୀୟ ବାୟୁସେନାର ସ୍କାଇ ଡାଇଭର୍ସ ଯବାନ ଆକାଶଗଙ୍ଗା ଟି ମରେ ସାମିଲ ଅଛନ୍ତି । ଫୁଲ ଡ୍ରେସରେ ଆଜି ଗାଜିଆବାଦର ଏୟାରଫୋର୍ସ ବେସରେ ଅଭ୍ୟାସ କରିଛନ୍ତି । ଏହି ସମୟରେ ଆକାଶରେ ଆକାଶଗଙ୍ଗା ଟିମର ଆଖିଝଲସା ଷ୍ଟଂଟ ଦେଖିବାକୁ ମିଳିଥିଲା । ସେପଟେ ବାୟୁସେନା ଦିବସ ପରେଡ ପାଇଁ ମଧ୍ୟ ଚାଲିଛି ଫୁଲଡ୍ରେସ୍ ରିହରସଲ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular