ଭାରତ ତିବ୍ୱତ ସୀମା ପୋଲିସ (ଆଇଟିବିପି)ରେ ସ୍ପୋର୍ଟସ୍ କୋଟା ସହ କନେଷ୍ଟବଳ (ଜେନେରାଲ ଡୁ୍ୟଟି) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବା ପାଇଁ ପ୍ରାରମ୍ଭିକ ତାରିଖ ଗତ ୧୩ ଜୁଲାଇରୁ ଆରମ୍ଭ ହୋଇସାରିଛି । ସୂଚନାଯୋଗ୍ୟ ପୁରୁଷ ଏବଂ ମହିଳା ଉଭୟ ସ୍ପୋର୍ଟସ୍ ସହ ଆଇଟିବିପିର ଅଫିସିଆଲ ୱେବସାଇଟ୍ itbppolice.nic.in ଜରିଆରେ ଆବେଦନ କରିପାରିବେ ।
ପଦବୀ ବିବରଣୀ:
କନେଷ୍ଟବଳ(ଜେନେରାଲ ଡୁ୍ୟଟି)- ୫୧ ପଦ
ଆବେଦନ ପ୍ରକ୍ରିୟା:
ଇଛୁକ ଆବେଦନକାରୀ ୧୩ ଜୁଲାଇ ୨୦୨୦ ରୁ ଆସନ୍ତା ୨୬ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ୱେବସାଇଟ୍ www.recruitment.itbpolice.nic.in ଜରିଆରେ ନିର୍ଦ୍ଦାରିତ କରାଯାଇଥିବା ସୂଚନା ଅନୁଯାୟୀ ଆବେଦନ କରିପାରିବେ ।
ଆବେଦନ ଶୁଳ୍କ:
ସାମାନ୍ୟ/ଓବିସି (ପୁରୁଷ ବର୍ଗଙ୍କ ପାଇଁ): ୧୦୦/-
ଏସସି/ଏସଟି (ମହିଳା ବର୍ଗଙ୍କ ପାଇଁ): କୌଣସି ଶୁଳ୍କ ନାହିଁ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0