ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନଃଗଠନ ବିଲ୍ । ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହେବା ପରେ ଏହି ବିଲ୍ ପାରିତ ହୋଇଛି । ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ଅବସ୍ଥା ଉପରେ ବିରୋଧୀ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଗୃହମନ୍ତ୍ରୀ ଅମିତ ଶାହା ବିସ୍ତୁତ ଭାବେ ରଖିଥିଲେ । ସେ କହିଥିଲେ ସଠିକ ସମୟ ଆସିଲେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ । ଲୋକସଭାରେ ଆଜି ଜମ୍ମୁ-କଶ୍ମୀର ସଂଶୋଧିତ ବିଲ୍ ୨୦୨୧ ଉପରେ ଆଲୋଚନା କରିବା ବେଳେ ଶ୍ରୀ ଶାହ ଏକଥା କହିଛନ୍ତି।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0